Breaking PLUSଓଡ଼ିଶାମୁଖ୍ୟ ଖବର
ଖାଦ୍ୟରେ ବିଷକ୍ରିୟା ଯୋଗୁ ମୃତ୍ୟୁ
କନ୍ଧମାଳ- କନ୍ଧମାଳ ଦାରିଙ୍ଗବାଡ଼ିରେ ଆମ୍ବ ଟାକୁଆ ଖାଇ ମୃତ୍ୟୁ ଅଭିଯୋଗ ଘଟଣା ।ପ୍ରାଥମିକ ତଦନ୍ତରୁ ଖାଦ୍ୟରେ ବିଷକ୍ରିୟା ଯୋଗୁଁ ମୃତ୍ୟୁ ସୂଚନା ମିଳିଛି । ଏନେଇ ସୂଚନା ଦେଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।‘ଖାଦ୍ୟ ନମୁନା ପରୀକ୍ଷା ପାଇଁ ଯାଇଛି, ୭୨ ଘଣ୍ଟାରେ ରିପୋର୍ଟ ଆସିବ’ ।‘ଏବେ ବ୍ରହ୍ମପୁର ଏମ୍କେସିଜିରେ ଆଉ ୬ ଜଣ ଚିକିତ୍ସିତ ହେଉଛନ୍ତି’ ।