Breaking PLUSଓଡ଼ିଶାମୁଖ୍ୟ ଖବର

କଟକରେ ଦୁଇଗୋଷ୍ଠୀ ମୁହାଁମୁହିଁ

କଟକ:କଟକରେ ଦୁଇଗୋଷ୍ଠୀ ମୁହାଁମୁହିଁ । କଟକ ପଟାପୋଲ ଅଞ୍ଚଳରେ ଗଣ୍ଡଗୋଳ। ବୁଧବାର ଦୁଇ ଗୋଷ୍ଠୀ ମଧ୍ୟରେ କାଚ ବୋତଲ ଓ ଇଟା ମାଡ ହୋଇଛି। ବେପରୁଆ ଗାଡ଼ିଡି ଚଳାଚଳକୁ ନେଇ ଏଭଳି ଘଟିଥିବା ସ୍ଥାନୀୟ ଲୋକଙ୍କଠାରୁ ଜଣାପଡ଼ିଛି। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଛି।

Show More

Related Articles

Back to top button