Breaking PLUSଓଡ଼ିଶାମୁଖ୍ୟ ଖବର

ସୁନା ବ୍ୟବସାୟୀଙ୍କୁ ଲୁଟ୍‌ ଘଟଣାର ପର୍ଦ୍ଦାଫାସ

ବାରିପଦା: ସୁନା ବ୍ୟବସାୟୀଙ୍କୁ ଲୁଟ୍‌ ଘଟଣାର ପର୍ଦ୍ଦାଫାସ ହୋଇଛି । ସୁନା ବ୍ୟବସାୟୀଙ୍କ କାର୍‌ ଡ୍ରାଇଭର ହିଁ ଲୁଟ୍‌ର ମାଷ୍ଟରମାଇଣ୍ଡ । ଡ୍ରାଇଭର ସହ ୪ ଜଣଙ୍କୁ ଗିରଫ କଲା ସଦର ଥାନା ପୋଲିସ । ୨୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସୁନା, ନଗଦ ୨ ଲକ୍ଷ ଲୁଟି ନେଇଥିଲେ । ୩ ଦିନ ତଳେ କାର୍‌ ଯୋଗେ ଘରକୁ ଫେରିବା ବେଳେ ଲୁଟ୍‌ ହୋଇଥିଲା ।

Show More

Related Articles

Back to top button