Breaking PLUSଓଡ଼ିଶାମୁଖ୍ୟ ଖବର
କଟକରେ ମହିଳାଙ୍କୁ ଗଳାକାଟି ବୀଭତ୍ସ ହତ୍ୟା
![](https://www.utkalprahari.com/wp-content/uploads/2023/10/murder-zodiac-780x470.webp)
କଟକରେ ମହିଳାଙ୍କୁ ଗଳାକାଟି ବୀଭତ୍ସ ହତ୍ୟା । ପୋତାପୋଖରୀ ଗାନ୍ଧିପଲ୍ଲୀ ଅଞ୍ଚଳରେ ହତ୍ୟାକାଣ୍ଡ ।ଘର ଭିତରେ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ଘଟଣାସ୍ଥଳରେ ସିଆରଆରଆଇ ଥାନା ପୋଲିସର ଛାନଭିନ୍ । ପଡ଼ୋଶୀ ହତ୍ୟା କରି ଫେରାର ଥିବା ପୋଲିସର ସନ୍ଦେହ ।