Breaking PLUSଦେଶମୁଖ୍ୟ ଖବର

ପୁଣି ପାରୋଲରେ ରାମରହିମ୍

ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍‌ ଦଣ୍ଡ ଭୋଗୁଥିବା ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମୀତ ରାମ ରହିମ ପୁଣି ଥରେ ପାରୋଲ୍‌ରେ ମୁକୁଳିଛନ୍ତି। ସୁନାରିଆ ଜେଲ୍‌ରୁ ସେ ୧୩ତମ ଥର ପାଇଁ ପାରୋଲରେ ମୁକୁଳି ସିର୍‌ସାରେ ପହଞ୍ଚିଛନ୍ତି। ଏଥର ତାଙ୍କୁ ୨୧ ଦିନିଆ ପାରୋଲ ମିଳିଛି। ଏହି ସମୟ ଅବଧି ମଧ୍ୟରେ ସେ ସିର୍‌ସାସ୍ଥିତ ଡେରା ସଚ୍ଚା ସୌଦା ପରିସରରେ ରହିବେ। ଏହି ସମୟ ମଧ୍ୟରେ ଡେରା ମୁଖ୍ୟ ବିଭିନ୍ନ ଧାର୍ମିକ ତଥା ସେବାମୂଳକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। କିନ୍ତୁ ଏପ୍ରିଲ ୨୯ ଡେରା ପ୍ରତିଷ୍ଠା ଦିବସକୁ ନେଇ ପ୍ରଶାସନ ଚିନ୍ତିତ।

Show More

Related Articles

Back to top button