Breaking PLUSଓଡ଼ିଶାମୁଖ୍ୟ ଖବର

ସାଇଡ ମରାକୁ ନେଇ ଖଣ୍ଡାରେ ହାଣିଲେ; ୩ ଗୁରୁତର

ବାଙ୍କୀ: ସାଇଡ ମରାକୁ ନେଇ ଖଣ୍ଡାରେ ହାଣିଲେ; ୩ ଗୁରୁତର ଆହତ ହୋଇଛନ୍ତି । ତିଗିରିଆ ବିନ୍ଧାଣିମା ଗାଁରେ ବରଯାତ୍ରୀ ଦଳର ତୁମୁଳକାଣ୍ଡ । ବୈଦେଶ୍ବର ଗାଁରୁ ବିବାହ ପ୍ରୋସୋସନରେ ବାହାରିଥିଲେ ବରଯାତ୍ରୀ ଦଳ  । ବିପରୀତ ଦିଗରୁ ଆସୁଥିବା କାର୍ ସାଇଡ୍‌ ମାରିବାରୁ ଆକ୍ରମଣ ହୋଇଛି ।ଡିଜେ ଗାଡ଼ି ସହ ୩ ଯୁବକ ଅଟକ, ପୋଲିସର ତଦନ୍ତ ଜାରି ରହିଛି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button