Breaking PLUSଓଡ଼ିଶାମୁଖ୍ୟ ଖବର
ଏୟାରପୋର୍ଟ ବାହାରୁ ସନ୍ଦିଗ୍ଧ ଲେଡିଜ ବ୍ୟାଗ ଜବତ

ଭୁବନେଶ୍ୱର, 9 ମେ – ଏୟାରପୋର୍ଟ ବାହାରେ ସନ୍ଦିଗ୍ଧ ଲେଡିଜ ବ୍ୟାଗ । ଏୟାରପୋର୍ଟ ଲଗେଜ ଟ୍ରଲିରେ ରହିଥିଲା ଏକ ସନ୍ଦିଗ୍ଧ ଲେଡିଜ ବ୍ୟାଗ । ବ୍ୟାଗକୁ ଡଗ ସ୍କ୍ୱାର୍ଡ ଓ ବମ ସ୍କ୍ୱାର୍ଡ ପକ୍ଷରୁ ଯାଞ୍ଚ କରାଯାଇଛି । ଯାଞ୍ଚ ପରେ ସିଆଇଏସଏଫ ଯବାନ ବ୍ୟାଗକୁ ଜବତ କରିଛନ୍ତି । ସେହି ବ୍ୟାଗଟି କିଏ ଛାଡିଛି ସିସିଟିଭି ଆଧାରରେ ଯାଞ୍ଚ କରାଯାଉଛି । ବ୍ୟାଗ ଭିତରେ କଣ ରହିଛି ତାର ଛାନଭିନ କରୁଛି ସିଆଇଏସଏଫ ଟିମ୍ l


