Breaking PLUSଦେଶମୁଖ୍ୟ ଖବର
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ CDS ଓ ୩ ସେନା ମୁଖ୍ୟ

ନୂଆଦିଳ୍ଳୀ- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ CDS ଓ ୩ ସେନା ମୁଖ୍ୟ । ଅପେରସନ୍ ସିନ୍ଦୂର ବାବଦରେ ରାଷ୍ଟ୍ରପତିଙ୍କୁ ଅବଗତ କଲେ । ରାଷ୍ଟ୍ରପତି ସଶସ୍ତ୍ର ବାହିନୀର ସାହସ ଓ ସମର୍ପଣକୁ ପ୍ରଶଂସା କଲେ ।



