Breaking PLUSଓଡ଼ିଶାମୁଖ୍ୟ ଖବର
ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣା – ପୂର୍ବତନ କର୍ପୋରେଟର ଓ ଛାତ୍ର ନେତା ଅଟକ

ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣା । ବ୍ରହ୍ମପୁରର ଜଣେ ପୂର୍ବତନ କର୍ପୋରେଟର ଓ ଛାତ୍ର ନେତା ଅଟକ ଥିବା ସୂଚନା ମିଳିଛି । ଏହି ଦୁଇ ଜଣଙ୍କୁ ଗତ ୨ଦିନ ହେଲା ଅଟକ ରଖି ପୁଲିସ ପଚରାଉଚରା କରୁଛି । ଏମାନଙ୍କ ସହ ଦୁଇ ଜଣ କ୍ରିମିନାଲକୁ ଅଟକ ରଖି ପଚରାଉଚରା କରାଯାଉଛି । ଖୁବଶୀଘ୍ର ହତ୍ୟାକାଣ୍ଡ ଉପରେ ଖୁଲାସା ହେବ ।