Breaking PLUSଓଡ଼ିଶାମୁଖ୍ୟ ଖବର

ବିକ୍ରମ ପଣ୍ଡାଙ୍କ ସହଯୋଗୀ ସୁଦର୍ଶନ ଜେନାଙ୍କୁ ଛାଡ଼ିଲା ପୁଲିସ

ଭୁବନେଶ୍ୱର- ବିଜେପି ନେତା ତଥା ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବିକ୍ରମ ପଣ୍ଡାଙ୍କ ସହଯୋଗୀ ସୁଦର୍ଶନ ଜେନାଙ୍କୁ ଛାଡ଼ିଲା ପୁଲିସ | ଗତକାଲି ତାଙ୍କୁ ବିଳମ୍ବିତ ରାତିରେ ଛାଡ଼ିଥିବା ସୂଚନା ରହିଛି | ବୈଦ୍ୟନାଥପୁର ଥାନାରେ ଆତ୍ମସମର୍ପଣ କରିଥିଲେ ସୁଦର୍ଶନ| ତଦନ୍ତରେ ସହଯୋଗ କରୁଥିବା କହୁଛି ପୁଲିସ | ବିକ୍ରମଙ୍କ ଆର୍ଥିକ କାରବାର ନେଇ ଜେରା କରିଥିବା ସୂଚନା ରହିଛି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button