Breaking PLUSଓଡ଼ିଶାମୁଖ୍ୟ ଖବର

ଘରୁ ଟାଣି ନେଇ ଯୁବକଙ୍କୁ ଦଳି ମାରିଦେଲା ହାତୀ

ଗଞ୍ଜାମ- ଘରୁ ଟାଣି ନେଇ ଯୁବକଙ୍କୁ ଦଳି ମାରିଦେଲା ହାତୀ । ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ଅଞ୍ଚଳରେ ହାତୀ ଆତଙ୍କ । ମୁଜାଗଡ଼ ବନାଞ୍ଚଳ ବେଲାଟୁଣି ଗାଁରେ ଅଭାବନୀୟ ଘଟଣା । ମୃତକ ହେଲେ ବିକ୍ରମ ନାୟକ । ମୃତଦେହ ଉଦ୍ଧାର କରି ବନ ବିଭାଗ ତଦନ୍ତ ଆରମ୍ଭ କରିଛି ।।

Show More

Related Articles

Leave a Reply

Your email address will not be published. Required fields are marked *

Back to top button