Breaking PLUSଓଡ଼ିଶାମୁଖ୍ୟ ଖବର
ଚିକିଟି ପେଣ୍ଠ ବସଷ୍ଟାଣ୍ଡ ନିକଟରେ ଫାଟିଲା ଗ୍ୟାସ୍ ସିଲିଣ୍ଡର, 2ଗୁରୁତର

ଦିଗପହଣ୍ଡି: ଚିକିଟି ପେଣ୍ଠ ବସଷ୍ଟାଣ୍ଡ ନିକଟରେ ଫାଟିଲା ଗ୍ୟାସ୍ ସିଲିଣ୍ଡର । ହୋଟେଲ୍ରେ ରୋଷେଇ ଚାଲିଥିବା ବେଳେ ଫାଟିଲା ଗ୍ୟାସ୍ ସିଲିଣ୍ଡର । ଗ୍ୟାସ୍ ସିଲିଣ୍ଡର ଫାଟି ୨ ହୋଟେଲ୍ କର୍ମଚାରୀ ଗୁରୁତର । ଚିକିଟି ପରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ୨ ଗୁରୁତର ଭର୍ତ୍ତି ।



