Breaking PLUSଓଡ଼ିଶାମୁଖ୍ୟ ଖବର

ନଭେମ୍ବର ୧ରୁ ତହସିଲ୍‌ ଅଫିସ୍‌ରେ ହୋଇପାରିବ ଜମି କିଣାବିକା

ଭୁବନେଶ୍ୱର- ନଭେମ୍ବର ୧ରୁ ତହସିଲ୍‌ ଅଫିସ୍‌ରେ ହୋଇପାରିବ ଜମି କିଣାବିକା  । ଏନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ନଭେମ୍ବର ୧ରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୁଭାରମ୍ଭ କରିବେ । ପ୍ରଥମ ପର୍ଯ୍ୟାୟରେ ୪୪ଟି ତହସିଲ ଅଫିସରେ ମିଳିବ ସୁବିଧା । ଡିସେମ୍ବରରେ ବାକି ୨୭୩ ତହସିଲ୍‌ରେ ଜମି କିଣାବିକା ସେବା ମିଳିବ । ଅନଲାଇନରେ ସ୍ଲଟ ବୁକ୍‌ କରି ତହସିଲ୍ ଅଫିସ୍‌ରେ ପଞ୍ଜୀକରଣ କରିପାରିବେ ।

Show More

Related Articles

Back to top button