Breaking PLUSଓଡ଼ିଶାମୁଖ୍ୟ ଖବର
ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା, ୨ କୋର୍ପୋରେଟରଙ୍କ ସମେତ ୫ ଜଣଙ୍କୁ ଚାଲିଛି ଜେରା

ବ୍ରହ୍ମପୁର : ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା । ୨ କୋର୍ପୋରେଟରଙ୍କ ସମେତ ୫ ଜଣଙ୍କୁ ଚାଲିଛି ଜେରା । ଗତକାଲିଠାରୁ ୫ ଜଣଙ୍କୁ ଜେରା କରୁଛି ବ୍ରହ୍ମପୁର ପୋଲିସ । ସୁଦର୍ଶନ ଜେନାଙ୍କୁ ପୁଣି ଥରେ ଜେରା କରୁଛି ପୋଲିସ । ସାର୍ପସୁଟର କୁରୁପତି ଭୂୟାଁ , ସୁପାରୀ ଡିଲର ଉମା ବିଶୋୟୀ ଏବେବି ଫେରାର ଅଛନ୍ତି । ଖୁବଶୀଘ୍ର ଏମାନଙ୍କୁ ଗିରଫ କରାଯିବା ନେଇ ପୋଲିସ ସୂତ୍ରରୁ ପ୍ରକାଶ ।


