Breaking PLUSଓଡ଼ିଶାମୁଖ୍ୟ ଖବର

ବିଜେଡି ବାପାଙ୍କୁ ପଚାରିନଥିଲା- ଜୟ ଢୋଲକିଆ

ଭୁବନେଶ୍ୱର: ବିଜେଡି ଛାଡ଼ିବା ନେଇ ଜୟ ଢୋଲକିଆ  କହିଛନ୍ତି, ବାପା ଅସୁସ୍ଥ ଥିବାବେଳେ ବିଜେଡି ତାଙ୍କୁ ପଚାରିଲାନାହିଁ। ଯେଉଁ ନେତାମାନେ ଦଳରେ ଜୀବନ ସାରା ରହିଲେ , ତାଙ୍କୁ ନା ଫୋନ୍ କଲେ ନା ସହଯୋଗ। ଏପରିକି ବାପାଙ୍କ ଦଶାହ କାର୍ଯ୍ୟକ୍ରମ ପ୍ରସ୍ତୁତି ବୈଠକ​‌ରେ ମତେ ଡକାଯାଇନଥିଲା। ମୁଁ ପୁଅ ହୋଇ ବି ସେମାନେ ମୋତେ ଡାକିନଥିଲେ। ଯେଉଁଥିପାଇଁ ମୁଁ ଦଳ ଛାଡିଲି। ବାପାଙ୍କ ସପ୍ନ ଥିଲା ଯେ ନୂଆପଡ଼ାକୁ ଏକ ନମ୍ବର କରିବା। ତେଣୁ ବାପାଙ୍କ ସପ୍ନ ପୂରଣ କରିବାକୁ ବିଜେପିକୁ ଆସିଲି। ବିଜେଡିରେ ଏହା ସମ୍ଭବ ହୋଇ ନଥାନ୍ତା ବୋଲି କହିଛନ୍ତି ଜୟ।

Show More

Related Articles

Back to top button