Breaking PLUSଓଡ଼ିଶାମୁଖ୍ୟ ଖବର
ଜନତା ମୈଦାନରେ ରୋଡ୍ସ କଂଗ୍ରେସ ସମାବେଶ ଉଦ୍ଘାଟିତ

ଭୁବନେଶ୍ୱର- ଜନତା ମୈଦାନରେ ରୋଡ୍ସ କଂଗ୍ରେସ ସମାବେଶ ଉଦ୍ଘାଟିତ ହୋଇଯାଇଛି । ୮୪ତମ ରୋଡ୍ସ କଂଗ୍ରେସ ସମାବେଶର ଉଦ୍ଘାଟନ କରିଛନ୍ତି କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଉପସ୍ଥିତ ଅଛନ୍ତି । ନଭେମ୍ବର ୧୦ ଯାଏଁ ସଡ଼କ ଓ ପରିବହନ ଉପରେ ହେବ ଆଲୋଚନା । ୮୪ତମ ଅଧିବେଶନରେ ଅଂଶଗ୍ରହଣ କରିବେ ୩ ହଜାରରୁ ଅଧିକ ପ୍ରତିନିଧି ।



