Breaking PLUSଓଡ଼ିଶାମୁଖ୍ୟ ଖବର
ସାଲିଆ ସାହିରେ ଜବରଦଖଲ ଉଚ୍ଛେଦ

ଭୁବନେଶ୍ବର: ଆରମ୍ଭ ହେଲା ସାଲିଆ ସାହିରେ ଜବରଦଖଲ ଉଚ୍ଛେଦ । ବିଏମ୍ସି ଓ ବିଡିଏ ମିଳିତ ଟିମ୍ ପକ୍ଷରୁ ସାଲିଆ ସାହିରେ ଉଚ୍ଛେଦ । ଏକାମ୍ର କାନନରୁ ଅନ୍ଧାରୁଆ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ଉଚ୍ଛେଦ ।୨୪ ତାରିଖ ଯାଏଁ ପାଖାପାଖି ୫୧୭ ଘର ଉଚ୍ଛେଦ କରିବ ମିଳିତ ଟିମ୍ । ଘଟଣାସ୍ଥଳରେ ୫ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ । ଜେସିବି ଆଗରେ ଧାରଣା ଦେଇ ବସ୍ତିବାସିନ୍ଦାଙ୍କ ବିରୋଧ ।



