Breaking PLUSଓଡ଼ିଶାଦେଶମୁଖ୍ୟ ଖବରରାଜନୀତି

ରାହୁଲଙ୍କ ଉଦ୍ଦେଶ୍ୟରେ ବିଶିଷ୍ଟ ନାଗରିକଙ୍କ ଚିଠି

ନୂଆଦିଲ୍ଲୀ- ବିରୋଧୀଦଳ ନେତା ରାହୁଲ ଗାନ୍ଧିଙ୍କ ଉଦ୍ଦେଶ୍ୟରେ ଖୋଲା ଚିଠି  । ୧୬ ବିଚାରପତି, ୧୨୩ ଅବସରପ୍ରାପ୍ତ ପ୍ରଶାସକଙ୍କ ସହ ୨୭୩ ବ୍ୟକ୍ତିଙ୍କ ଚିଠି । ନିର୍ବାଚନ କମିଶନ ଭଳି ସାମ୍ବିଧାନିକ ସଂସ୍ଥାକୁ କଳଙ୍କିତ ପ୍ରୟାସକୁ ନିନ୍ଦା  । ଗଭୀର ଚିନ୍ତା ପ୍ରକାଶ କରୁଛୁ, ଗଣତନ୍ତ୍ର ଆଜି ଆକ୍ରମଣର ଶିକାର ଲେଖିଲେ । କେତେକ ରାଜନୈତିକ ନେତା ଉସୁକାଇବାକୁ ଭିତ୍ତିହୀନ ଅଭିଯୋଗ କରୁଛନ୍ତି । ଭାରତୀୟ ସଶସ୍ତ୍ର ବାହିନୀର ବୀରତ୍ୱ ଓ ସାଧନାକୁ ନେଇ ପ୍ରଶ୍ନ କରୁଛନ୍ତି  । ନ୍ୟାୟପାଳିକାର ନିରପେକ୍ଷତାକୁ ସନ୍ଦେହ କରି ମତ ଦେଉଛନ୍ତି  । ସଂସଦ ଓ ତା’ର ସାମ୍ବିଧାନିକ କାର୍ଯ୍ୟକାରିତାକୁ କଳଙ୍କିତ କରିବାର ପ୍ରୟାସ  । ଲୋକସଭାର ବିପକ୍ଷ ନେତା ବାରମ୍ବାର ECI ଉପରେ ଆକ୍ରମଣ କରୁଛନ୍ତି ଲେଖିଲେ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button