Breaking PLUSଓଡ଼ିଶାମୁଖ୍ୟ ଖବର

ପଡିଆରୁ ଅର୍ଦ୍ଧଦଗ୍ଧ ମୃତଦେହ ଠାବ

କୋଣାର୍କ- କୋଣାର୍କରେ ଚାଞ୍ଚଲ୍ୟ। ଅର୍ଦ୍ଧଦଗ୍ଧ ଅବସ୍ଥାରେ ଅଚିହ୍ନା ଯୁବକଙ୍କ ମୃତଦେହ ଉଦ୍ଧାର। କୋଣାର୍କ ଥାନା ବାଲିଦୋକାନ ରଇତ ସାହି ନିକଟ ଏକ ପଡ଼ିଆରେ ଜଣେ ଅଚିହ୍ନା ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ ହୋଇଛି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button