Breaking PLUSଓଡ଼ିଶାମୁଖ୍ୟ ଖବର

ଚାରିଛକ ଦୁର୍ଗାପୂଜା ମଣ୍ଡପ ଜମିକୁ ନେଇ ଦାରିଙ୍ଗବାଡ଼ି ବନ୍ଦ

ବାଲିଗୁଡ଼ା: ଚାରିଛକ ଦୁର୍ଗାପୂଜା ମଣ୍ଡପ ଜମିକୁ ନେଇ ଦାରିଙ୍ଗବାଡ଼ି ବନ୍ଦ । ଦାରିଙ୍ଗବାଡ଼ି ଦୁର୍ଗାପୂଜା କମିଟି ଓ ବଣିକ ସଂଘ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଦାରିଙ୍ଗବାଡ଼ିର ସମସ୍ତ ଦୋକାନ ବଜାର ବନ୍ଦ, ଜରୁରୀ ସେବା ଜାରି ରହିଛି । ଚାରିଛକ ଦୁର୍ଗାପୂଜା ମଣ୍ଡପ ଜମିକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି  । ସମାଧାନ ପାଇଁ ଉଭୟ ଗୋଷ୍ଠୀଙ୍କୁ ନେଇ ତହସିଲଦାରଙ୍କ ଶାନ୍ତି କମିଟି ବୈଠକ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button