Breaking PLUSଓଡ଼ିଶାମୁଖ୍ୟ ଖବର

ହ୍ୟୁମାନଙ୍କ ମୃତ୍ୟୁ ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ଭୁବନେଶ୍ୱର- ହ୍ୟୁମାନଙ୍କ ମୃତ୍ୟୁ ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି  । ହାଇକୋର୍ଟ ବାର୍‌ ସଂଘ ଯୁଗ୍ମ ସମ୍ପାଦିକା ଆଇନଜୀବୀ ପଦ୍ମାଳୟା ମହାପାତ୍ରଙ୍କ ଚିଠି  । ବରିଷ୍ଠ ଆଇପିଏସ୍‌ ଅଧିକାରୀ କିମ୍ୱା କ୍ରାଇମବ୍ରାଞ୍ଚ ଦ୍ୱାରା ତଦନ୍ତ ଦାବି କରିଛନ୍ତି । ଯଦି ପରିବାରର ସମର୍ଥନ ମିଳେ ତେବେ ହାଇକୋର୍ଟରେ ମମାଲା ରୁଜୁ ହେବ ।

Show More

Related Articles

Back to top button