Breaking PLUSଓଡ଼ିଶାମୁଖ୍ୟ ଖବର

ନିଆଁରେ ପୋଡ଼ି ଗୁରୁତର ସ୍କୁଲ ପାଚିକାଙ୍କ ମୃତ୍ୟୁ

ଆନନ୍ଦପୁର: ନିଆଁରେ ପୋଡ଼ି ଗୁରୁତର ସ୍କୁଲ ପାଚିକାଙ୍କ ମୃତ୍ୟୁ ହୋଇଛି । କଟକ ଏସ୍‌ସିବିରେ ଚିକିତ୍ସାଧୀନ ଅବସ୍ଥାରେ ପାଚିକାଙ୍କ ମୃତ୍ୟୁ ହୋଇଛି ।ହାତୀବନ୍ଧ ପ୍ରାଥମିକ ସ୍କୁଲରେ କିଛି ଦିନ ତଳେ ଅଘଟଣ ଘଟିଥିଲା  । ରୋଷେଇ ବେଳେ ଅସାବଧାନତାରୁ ନିଆଁ ଲାଗି ଗୁରୁତର ହୋଇଥିଲେ ପାଚିକା ।

Show More

Related Articles

Back to top button