Breaking PLUSଓଡ଼ିଶାମୁଖ୍ୟ ଖବର

ମହାନଦୀ ଜଳ ବିବାଦ ମାମଲାରେ ଆସନ୍ତାକାଲି ବଡ଼ ବୈଠକ

ଭୁବନେଶ୍ୱର- ମହାନଦୀ ଜଳ ବିବାଦ ମାମଲାରେ ଆସନ୍ତାକାଲି ବଡ଼ ବୈଠକ ବସିବ । ଡ଼ିଶା-ଛତିଶଗଡ଼ର ଯୁଗ୍ମ ବୈଷୟିକ କମିଟି ବୈଠକ ଅନୁଷ୍ଠିତ ହେବ  । ଗୃହରେ ସୂଚନା ଦେଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଉଭୟ ରାଜ୍ୟ ପକ୍ଷ୍ୟରୁ ଯୁଗ୍ମ ବୈଷୟିକ କମିଟି ବୈଠକ ୬ ଥର ହୋଇଛି  । ପ୍ରଥମେ ଦୁଇ ମୁଖ୍ୟମନ୍ତ୍ରୀଙ୍କ ଭିତରେ ଅନୌପଚାରିକ ଆଲୋଚନା ହୋଇଥିଲା  । ୨୦ରେ ମହାନଦୀ ଟ୍ରିବ୍ୟୁନାଲରେ ପରବର୍ତ୍ତୀ ଶୁଣାଣି ହେବ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button