Breaking PLUSଓଡ଼ିଶାମୁଖ୍ୟ ଖବର
ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ସାଇକେଲ୍ ଆରୋହୀ ଛାତ୍ରୀ ମୃତ

ଭଦ୍ରକ: ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ସାଇକେଲ୍ ଆରୋହୀ ଛାତ୍ରୀ ମୃତ । ଭଣ୍ଡାରିପୋଖରୀ ଚନ୍ଦ୍ରଭାନୁପୁର ଛକରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମୃତକ ଭଣ୍ଡାରିପୋଖରୀ କଲେଜର ଯୁକ୍ତ ଦୁଇ ଛାତ୍ରୀ ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । ଟ୍ରାକ୍ଟରକୁ ଅଟକ ରଖିଛନ୍ତି ସ୍ଥାନୀୟ ଲୋକେ ।



