Breaking PLUSଓଡ଼ିଶାମୁଖ୍ୟ ଖବର
ଚିଲିକାରେ ବେଆଇନ ଘେରି ଉଚ୍ଛେଦ

ଭୁବନେଶ୍ୱର- କୃଷ୍ଣପ୍ରସାଦ ତହସିଲ୍ ପକ୍ଷରୁ ଚିଲିକାରେ ବେଆଇନ ଘେରି ଉଚ୍ଛେଦ କରାଯାଉଛି । ୪ ଦିନରେ ୧୨୫୦ ଏକର ବେଆଇନ ଘେରି ଉଚ୍ଛେଦ ହୋଇଛି । ୧୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ ଉଚ୍ଛେଦ ପ୍ରକ୍ରିୟା । ଭସାପୋଲ ଉପରେ ଜେସିବି ମେସିନ ସାହାଯ୍ୟରେ ଚାଲିଛି ଉଚ୍ଛେଦ ।



