Breaking PLUSଓଡ଼ିଶାମୁଖ୍ୟ ଖବର
ମେଘନାଦ ପାଚେରିରୁ ଗଳୁଛି ପାଣି

ପୁରୀ: ଶ୍ରୀମନ୍ଦିର ସ୍ନାନ ମଣ୍ଡପ ସମ୍ମୁଖ ମେଘନାଦ ପାଚେରିରୁ ଗଳୁଛି ପାଣି ମେଘନାଦ ପାଚେରିରେ ଶିଉଳି ଲାଗିବା ସହ ଅନବରତ ପାଣି ଧାର ବୋହିବାରେ ଲାଗିଛି । ଏହାର ମରାମତି ପାଇଁ ସାଧାରଣରେ ଦାବି ହୋଇଛି ।