Breaking PLUSଓଡ଼ିଶାମୁଖ୍ୟ ଖବର
ଓଡ଼ିଶାରେ ହାଡ଼ ଭଙ୍ଗା ଶୀତ ଜାରି

ଭୁବନେଶ୍ୱର-ଆଭ୍ୟନ୍ତରୀଣ ଓଡ଼ିଶାରେ ହାଡ଼ ଭଙ୍ଗା ଶୀତ ଜାରି ।ରାଉରକେଲା ୮.୨, ଝାରସୁଗୁଡା ୮.୯ ଓ କେନ୍ଦୁଝର ୧୦.୬ ଡିଗ୍ରୀ ।ସମ୍ବଲପୁର ୧୧.୮, ହୀରାକୁଦ ୧୩, ଭୁବନେଶ୍ୱର ୧୩.୨ ଡିଗ୍ରୀ । ବାଲେଶ୍ୱର ୧୪.୧, ଚାନ୍ଦବାଲି ୧୫ ଡିଗ୍ରୀ, ପାରାଦୀପ ୧୫.୫ ଡିଗ୍ରୀ । ଗୋପାଳପୁର ୧୬ ଡିଗ୍ରୀ ଓ ପୁରୀରେ ତାପମାତ୍ରା ୧୭.୧ ଡିଗ୍ରୀ ।


