Breaking PLUSଓଡ଼ିଶାମୁଖ୍ୟ ଖବର
ଦନ୍ତା ହାତୀ ଆକ୍ରମଣରେ ବୃଦ୍ଧ ମୃତ, ୨ ଯୁବକ ଗୁରୁତର

ସୋର: ସାେରରେ ଦନ୍ତା ଉପଦ୍ରବ । ଦନ୍ତା ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ୨ ଯୁବକ ଗୁରୁତର ହୋଇଛନ୍ତି ।ଖଇରା ଥାନା ପୂର୍ବପଡ଼ା ଗାଁରେ ଦଳିଦେଲା ଗୋଠଛଡ଼ା ହାତୀ । -ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଔପଦା ବନ କର୍ମଚାରୀ ପହଂଚିଛନ୍ତି ।



