Breaking PLUSଓଡ଼ିଶାମୁଖ୍ୟ ଖବର

ଏସଆଇ ସ୍କାମ- ଜାନୁୟାରୀରେ ଜାମିନ ଶୁଣାଣି

SI ସ୍କାମ୍ ମାମଲାରେ ଅଭିଯୁକ୍ତଙ୍କ ଜାମିନ ଆବେଦନ ସମ୍ପର୍କିତ ମାମଲା । ମୁଖ୍ୟ ଅଭିଯୁକ୍ତ ମୁନା ମହାନ୍ତି ସମେତ ୭ ଜଣଙ୍କ ଜାମିନ ଆବେଦନ ଶୁଣାଣି  । ମାମଲାରେ ପ୍ରଥମ ଥର ପାଇଁ ସମ୍ପୃକ୍ତ ହେଲେ ସିବିଆଇ ଓକିଲ  । ଜାନୁୟାରୀ ଦ୍ବିତୀୟ ସପ୍ତାହରେ ହାଇକୋର୍ଟରେ ପରବର୍ତ୍ତୀ ଶୁଣାଣି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button