Breaking PLUSଓଡ଼ିଶାମୁଖ୍ୟ ଖବର
କୋର୍ଟ ଯିବେ ଶଙ୍କର ପୃଷ୍ଟି, ସୁରେଶ ନାୟକ ଓ ସାଗର ଗୌଡ଼

ଭୁବନେଶ୍ୱର- ପୋଲିସ SI ପରୀକ୍ଷା ସ୍କାମ୍ର ତଦନ୍ତ ନେଇ ଖୋଳତାଡ଼ । କୋର୍ଟ ଯିବେ ଶଙ୍କର ପୃଷ୍ଟି, ସୁରେଶ ନାୟକ ଓ ସାଗର ଗୌଡ଼ । ରିମାଣ୍ଡ ଅବଧି ସରିବା ପରେ ଆଜି କୋର୍ଟରେ ହେବେ ହାଜର । ୪ ଦିନିଆ ରିମାଣ୍ଡରେ ଯାଇଥିଲେ ଶଙ୍କର, ସୁରେଶ ଓ ସାଗର ।



