Breaking PLUSଓଡ଼ିଶାମୁଖ୍ୟ ଖବର
ସମ୍ବିତଙ୍କୁ ସମର୍ଥନ କଲେ ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ

ଭୁବନେଶ୍ୱର- ସମ୍ବିତଙ୍କୁ ସମର୍ଥନ କଲେ ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ସମ୍ବିତ ଯାହା କହିଛନ୍ତି ଠିକ୍ କହିଛନ୍ତି, ପାଣ୍ଡିଆନ୍ ଆମ ନେତା ନୁହଁନ୍ତି ।ଆମର ଜଣେ ନେତା ନବୀନ ପଟ୍ଟନାୟକ । ‘ଦଳରେ ଗୋଷ୍ଠୀ କନ୍ଦଳ ନାହିଁ, ସମସ୍ତେ ଠିକ୍ ଓ ସଂଗଠିତ ଅଛନ୍ତି । ‘ଭୋଜିଭାତକୁ ଗୋଷ୍ଠୀକନ୍ଦଳ କହିବା ଠିକ୍ ନୁହେଁ ।



