ଅନୁଚିନ୍ତା

ଆଜିର ଅନୁଚିନ୍ତା

ଆଜିର କଥା:

🙏 ଜୟ ଶ୍ରୀଜଗନ୍ନାଥ 🙏

ସୁଖ ଏବଂ ଦୁଃଖ ଜୀବନରେ
ସମସ୍ତଙ୍କ ପାଖକୁ ଆସିଥାଏ ।
ଗର୍ବ କରନ୍ତୁ ନାହିଁ ଯେତେବେଳେ ସୁଖ
ଆପଣଙ୍କ ପାଖରେ ଆସିଥାଏ ।
ଆଉ ଦୁଃଖ ସମୟରେ ଟିକେ ଅପେକ୍ଷା
କରନ୍ତୁ,ସୁଖ ନିହାତି ଭାବରେ ଆସିବ ।

🙏 ଜୟ ଶ୍ରୀଜଗନ୍ନାଥ 🙏
⭕❗⭕

Show More

Related Articles

Leave a Reply

Your email address will not be published. Required fields are marked *

Back to top button