Breaking PLUSଦେଶଦେଶ ବିଦେଶରାଜନୀତି

ଖୁବଶୀଘ୍ର ସରୁଛି ଯୁଦ୍ଧ, ଜିତୁଛି ଇସ୍ରାଏଲ- ନେତାନ୍ୟାହୁ

ଇସ୍ରାଇଲ:ଆମେରିକା ଓ ଇସ୍ରାଏଲ୍ ମିଳିତ ଭାବେ ଇରାନର ଶାସନକୁ ଶେଷ କରିବେ। ଇରାନ ବିରୋଧରେ ଚାଲିଥିବା ସାମରିକ ଅଭିଯାନ ‘ଅପରେସନ୍ ରାଇଜିଂ ଲାୟନ୍’ ସମ୍ପର୍କରେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ।

ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ଇସ୍ରାଇଲ ପ୍ରଧାନମନ୍ତ୍ରୀ ବଡ ବୟାନ ରଖିଛନ୍ତି। ସେ କହିଛନ୍ତି ଖୁବଶୀଘ୍ର ସରୁଛି ଏହି ଯୁଦ୍ଧ। ଯୁଦ୍ଧରେ ଇସ୍ରାଇଲ ମଧ୍ୟ ଜିତୁଛି ବୋଲି କହିଲେ ବେଞ୍ଜାମିନ ନେତାନ୍ୟାହୁ। ମୋର ନାଁରେ ମିଛ ପ୍ରଚାର ହେଉଛି ।ମୁଁ ଜୀବିତ ଅଛି ଏବଂ ଆପଣମାନେ ସମସ୍ତେ ଏହାର ସାକ୍ଷୀ । ଇରାନର ପରମାଣୁ ଓ ମିଶାଇଲ ଶକ୍ତିକୁ ଶେଷ କରିବା ଆମର ଲକ୍ଷ୍ୟ। ସେ ଆହୁରି ମଧ୍ୟ କହିଛନ୍ତି, ଇରାନ ଶାସନ ବ୍ୟବସ୍ଥା କେବଳ ଇସ୍ରାଇଲ ପାଇଁ ନୁହେଁ । ଏହା ସାରା ବିଶ୍ଵପାଇଁ ବିପଦ।

Show More

Related Articles

Back to top button