Breaking PLUSଓଡ଼ିଶାମୁଖ୍ୟ ଖବର

19883 ସ୍କୁଲରେ ନାହିଁ ଡେସ୍କ ଓ ବେଞ୍ଚ

ଭୁବନେଶ୍ୱର, 20 ମାର୍ଚ୍ଚ – ତଳେ ବସି ପାଠ ପଢୁଛନ୍ତି ପିଲା   । 19883 ସ୍କୁଲରେ ନାହିଁ ଡେସ୍କ ଓ ବେଞ୍ଚ । ବାଧ୍ୟ ହୋଇ ଦରି ନ ହେଲେ ଆସନରେ ବସି ପାଠ ପଢିଛନ୍ତି ଛାତ୍ରଛାତ୍ରୀ. । ଡେସ୍କ ଓ ବେଞ୍ଚ ଯୋଗାଇବାକୁ ପଦକ୍ଷେପ ନିଆଯାଉଥିବା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଗୃହକୁ ଲିଖିତ ଭାବେ ଅବଗତ କରିଛନ୍ତି ।

Show More

Related Articles

Back to top button