Breaking PLUSଓଡ଼ିଶାମୁଖ୍ୟ ଖବର

ଗାନ୍ଧିମାର୍ଗରେ ପୋଲିସ୍‌-ପାଚିକା ସଂଘ ଠେଲାପେଲା

ଭୁବନେଶ୍ୱର: ଗାନ୍ଧିମାର୍ଗରେ ପୋଲିସ୍‌-ପାଚିକା ସଂଘ ଠେଲାପେଲା ପରିସ୍ଥିତି ଉପୁଜିଛି ।ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଡ଼କୁ ଅଗ୍ରସର ବେଳେ ଠେଲାପେଲା ହୋଇଛି । ୫ ଦିନ ହେବ ଅହୋରାତ୍ର ଆନ୍ଦୋଳନ କରୁଛି ପାଚିକା ସଂଘ  ।ଆତ୍ମାହୁତି ଉଦ୍ୟମ ବେଳେ ଜଣେ ପାଚିକାଙ୍କୁ ଉଠାଇନେଲା ପୋଲିସ୍ ।

Show More

Related Articles

Back to top button