Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

ବିଧାୟକ ରମେଶ ଜେନାଙ୍କ ସଭ୍ୟପଦ ରଦ୍ଦ ପାଇଁ କଂଗ୍ରେସର ଆବେଦନ

ଭୁବନେଶ୍ୱର- ବିଧାୟକ ରମେଶ ଜେନାଙ୍କ ସଭ୍ୟପଦ ରଦ୍ଦ ପାଇଁ କଂଗ୍ରେସ ପକ୍ଷରୁ ଆବେଦନ କରାଯାଇଛି । ବାଚସ୍ପତିଙ୍କୁ ଭେଟି ଆବେଦନ କରିଛନ୍ତି ରାଜ୍ୟ କଂଗ୍ରେସର ନେତା ।

ଦଳ ବିରୋଧୀ ଗତି ବିଧି ପାଇଁ ତାଙ୍କ ବିରୁଦ୍ଧରେ ବଢିଛି ଅସନ୍ତୋଷ । ରାମଚନ୍ଦ୍ର କାଡାମ, ଭକ୍ତ ଦାସ ଓ ସିଏସ୍‌ ରାଜନ ଏକ୍କା ତାଙ୍କ ବିରୁଦ୍ଧରେ ଦାବିପତ୍ର ଦେଇଥିବା ସୂଚନା ମିଳିଛି । ପୂର୍ବରୁ ସୋଫିଆ ଓ ଦାଶରଥିଙ୍କ ସଭ୍ୟପଦ ରଦ୍ଦ ପାଇଁ ଆବେଦନ ହୋଇଛି ।

Show More

Related Articles

Back to top button