Breaking PLUSଓଡ଼ିଶାମୁଖ୍ୟ ଖବର

ଆତ୍ମସମର୍ପଣ ପରେ ଫୁଲ ଓ ଉତ୍ତରୀୟ ଦେଇ ଶୁକ୍ରୁକୁ ସ୍ବାଗତ

ଭୁବନେଶ୍ୱର, 25 ମାର୍ଚ୍ଚ- ଆତ୍ମସମର୍ପଣ ପରେ ଶୁକ୍ରୁକୁ ସ୍ୱାଗତ କରାଯାଇଛି । ଫୁଲବାଣୀ ରିଜର୍ଭ ପୋଲିସ ଗ୍ରାଉଣ୍ଡରେ ମାଓ ନେତା ଶୁକ୍ର ପହଂଚିଛି । ଆତ୍ମସମର୍ପଣ ପରେ ଫୁଲ ଓ ଉତ୍ତରୀୟ ଦେଇ ସ୍ବାଗତ କରାଯାଇଛି ଶୁକ୍ରୁକୁ । ଶୁକ୍ରୁ ସହ ଆତ୍ମସମର୍ପଣ କରିଥିବା ଅନ୍ୟ ୪ ମାଓବାଦୀଙ୍କୁ ସ୍ବାଗତ କରାଯାଇଛି । ସ୍ବାଗତ କରିଛନ୍ତି ଆଣ୍ଟି ନକ୍ସଲ ଅପରେସନ ଏଡିଜି ସଞ୍ଜୀବ ପଣ୍ଡା ।ଜିଲ୍ଲାର ଅନ୍ୟ ବରିଷ୍ଠ ପୋଲିସ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ସ୍ବାଗତ କରାଯାଇଛି ।

Show More

Related Articles

Back to top button