Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ଗ୍ୟାସ୍‌, ପେଟ୍ରୋଲ୍ ଓ ଡିଜେଲ୍‌ର ଅଭାବ ନାହିଁ: ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର- ରାଜ୍ୟରେ ଗ୍ୟାସ୍‌, ପେଟ୍ରୋଲ୍ ଓ ଡିଜେଲ୍‌ର ଅଭାବ ନାହିଁ । ଏନେଇ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର ସୂଚନା ଦେଇଛନ୍ତି । ଗ୍ୟାସ୍‌, ପେଟ୍ରୋଲ୍ ଓ ଡିଜେଲ୍‌ ଯଥେଷ୍ଟ ମହଜୁଦ୍‌ ଥିବା କହିଛନ୍ତି ଯୋଗାଣ ମନ୍ତ୍ରୀ । ହୋଟେଲ୍‌କୁ ଆବଶ୍ୟକ ଥିବା ରନ୍ଧନ ଗ୍ୟାସ୍‌ର ୫୦% ଯୋଗାଇବାକୁ ସକ୍ଷମ । ଘରୋଇ କ୍ଷେତ୍ରକୁ କୌଣସି ପ୍ରତିବନ୍ଧକ ଲଗାଯାଇ ନାହିଁ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

Show More

Related Articles

Back to top button