Breaking PLUSଓଡ଼ିଶାମୁଖ୍ୟ ଖବର

ଭୁବନେଶ୍ବରରୁ ବିମାନ ବାତିଲ୍; କର୍ମଚାରୀ ଓ ପାସେଞ୍ଜରଙ୍କ ମଧ୍ୟରେ ଯୁକ୍ତିତର୍କ

ଭୁବନେଶ୍ୱର- ଭୁବନେଶ୍ବରରୁ ବିମାନ ବାତିଲ୍ ହେବା ପରେ କର୍ମଚାରୀ ଓ ପାସେଞ୍ଜରଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଛି । ଭୁବନେଶ୍ବରରୁ ପୁନେ ବିମାନ ବାତିଲ୍ ହୋଇଯାଇଥିଲା । ଯାହାକୁ ନେଇ ଯାତ୍ରୀ ଅସନ୍ତୋଷ ହୋଇଥିଲେ। ବିଳମ୍ବ ପରେ ବାତିଲ ହୋଇଥିଲା ଫ୍ଲାଇଟ।

ଗତକାଲି ସନ୍ଧ୍ୟା ୫ଟା ୪୦ରେ ଉଡାଣ ଭରିଥାନ୍ତା ଏୟାର ଇଣ୍ଡିଆ ଏକ୍ସପ୍ରେସ। ଫ୍ଲାଇଟରେ ବସିବାର କିଛି ସମୟ ପରେ ଯାନ୍ତ୍ରିକ ସମସ୍ୟା ଯୋଗୁ ଏସି ଖରାପ ହୋଇଥିଲା। ତା ପରେ ବିମାନ ବିଳମ୍ବ ନେଇ ସୂଚନା ଦିଆଯାଇଥିଲା।

Show More

Related Articles

Back to top button