Breaking PLUSଓଡ଼ିଶାମୁଖ୍ୟ ଖବର
ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଧକ୍କା ଦେଲା ଆମ ବସ

ଭୁବନେଶ୍ୱର, ୦୩ ଏପ୍ରିଲ- ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଧକ୍କା ଦେଲା ଆମ ବସ । ଅତିରିକ୍ତ ଡିସିପି କୃଷ୍ଣ ଚନ୍ଦ୍ର ସେଠୀଙ୍କୁ ଧକ୍କା ଦେଲା ଆମ ବସ । ଭୁବନେଶ୍ୱର କ୍ଳବ ପାଖରେ ଘଟିଛି ଦୁର୍ଘଟଣା । ସାଇକେଲିଂ କରୁଥିବା ବେଳେ ପଛରୁ ଧକ୍କା ଦେଲା ଆମ ବସ । ଗୁରୁତର ଅବସ୍ଥାରେ ଅତିରିକ୍ତ ଡିସିପିଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି ।



