ଆଜିର କଥା:
🙏 ଜୟ ଶ୍ରୀଜଗନ୍ନାଥ 🙏
ସଂସାରରେ କୌଣସି ବସ୍ତୁ ଚିରସ୍ଥାୟୀ ନୁହେଁ।
ଜଣେ କୋଟିପତି ବ୍ୟକ୍ତି ସମୟ ଚକ୍ରରେ
ଭିକାରୀ ହୋଇପାରେ ଆଉ ଜଣେ ଗରିବ
କାଳିବି କୋଟିପତି ହୋଇପାରେ।
ସେଥିପାଇଁ ଟଙ୍କା ପଇସା ର ଅହଙ୍କାରରେ
କାହାରିକୁ ଛୋଟ ଭାବିବା ଅନୁଚିତ ।
🙏 ଜୟ ଶ୍ରୀଜଗନ୍ନାଥ 🙏
⭕❗⭕
Back to top button