ଆଜିର କଥା:
🙏 ଜୟ ଶ୍ରୀଜଗନ୍ନାଥ 🙏
ଜରୁରୀ ଠାରୁ କିଛି ଅଧିକା
ମିଳିଥାଏ ତାହା ହେଉଛି ଭାଗ୍ୟ
ଭଗବାନ ସବୁ କିଛି ଦେଲା ପରେ
ଯଦି କାନ୍ଦିବାକୁ ପଡେ
ତାହା ହେଉଛି ଦୁର୍ଭାଗ୍ୟ। ଜୀବନରେ
ଅଳ୍ପ ବହୁତ ପାଇବି ଖୁସିରେ
ରହିବାଟା ହେଉଛି ସୌଭାଗ୍ୟ।
🍁 ଶୁଭ ସକାଳର ଶୁଭ କାମନା 🍁
🙏 ଜୟ ଶ୍ରୀଜଗନ୍ନାଥ 🙏
⭕❗⭕
Back to top button