ଆଜିର କଥା: 🙏 ଜୟ ଶ୍ରୀଜଗନ୍ନାଥ 🙏 କାହାକୁ କିଛି ଦେଇକି ଅହଂକାର କରନ୍ତୁ ନାହିଁ, କିଏ ଜାଣିଛି ତୁମେ ତାକୁ ଦେଉଛ ନା ପୂର୍ବ ଜନ୍ମର ଋଣ ସୁଝୁଛ। 🍁 ଶୁଭ ସକାଳର ଶୁଭ କାମନା 🍁 🙏 ଜୟ ଶ୍ରୀଜଗନ୍ନାଥ 🙏 ⭕❗⭕