Breaking PLUSଓଡ଼ିଶାଦେଶମୁଖ୍ୟ ଖବର
ପ୍ରକାଶ ପାଇଲା CBSE ଦ୍ୱାଦଶ ରେଜଲ୍ଟ; ପାସ୍ ହାର ୮୫.୨୦%

ନୂଆଦିଲ୍ଲୀ, 13 ମେ- ପ୍ରକାଶ ପାଇଲା CBSE ଦ୍ୱାଦଶ ରେଜଲ୍ଟ; ପାସ୍ ହାର ୮୫.୨୦% । ଏଥର ବି ପୁଅଙ୍କୁ ପଛରେ ପକାଇଲେ ଝିଅ । ପୁଅଙ୍କ ପାସ୍ ହାର ୮୨% ରହିଥିଲା ବେଳେ ଝିଅଙ୍କ ପାସ୍ ହାର ୮୮% ।
results.cbse.nic.in ରେ ରେଜଲ୍ଟ ଉପଲବ୍ଧ ହୋଇଛି । ଡିଜିଲକର୍ ଓ ଉମଙ୍ଗ ଆପ୍ରେ ମଧ୍ୟ ରେଜଲ୍ଡ ଦେଖିପାରିବେ ଛାତ୍ରଛାତ୍ରୀ । ୧୮.୫ ଲକ୍ଷରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଦେଇଥିଲେ ପରୀକ୍ଷା । ୧୦ ଲକ୍ଷରୁ ଊର୍ଦ୍ଧ୍ବ ଛାତ୍ର ଓ ୮ ଲକ୍ଷରୁ ଊର୍ଦ୍ଧ୍ବ ଛାତ୍ରୀ ଦେଇଥିଲେ ପରୀକ୍ଷା ।



