ଆଜିର କଥା: 🙏 ଜୟ ଶ୍ରୀଜଗନ୍ନାଥ 🙏 ଶିକ୍ଷିତ ସେ ନୁହେଁ, ଯିଏ କେବଳ ପଢାଲେଖା ଅଟେ ବରଂ ଶିକ୍ଷିତ ସେ ଅଟେ ଯାହାକୁ ଜଣାଥାଏ ଯେ - କାହା ସହ, କେବେ, କେଉଁଠି, କିପରି, କଣ, କେଉଁ ସ୍ୱରରେ କଥା କହିବା ଉଚିତ। 🍁 ଶୁଭ ସକାଳର ଶୁଭ କାମନା 🍁 🙏 ଜୟ ଶ୍ରୀଜଗନ୍ନାଥ 🙏 ⭕❗⭕