Breaking PLUSଓଡ଼ିଶାମୁଖ୍ୟ ଖବର

ସୌମ୍ୟ ମୃତ୍ୟୁ ମାମଲାରେ ଆଉ ଜଣେ ଗିରଫ

ଭୁବନେଶ୍ୱର, 28 ମେ- ବହୁ ଚର୍ଚ୍ଚିତ ବାଲିଅନ୍ତା ସୌମ୍ୟ ମୃତ୍ୟୁ ଘଟଣାରେ ବଢୁଛି ଗିରଫଦାରୀଙ୍କ ସଂଖ୍ୟା। ଗୁରୁବାର ସକାଳେ ରାଜଧାନୀ ଭୁବନେଶ୍ୱରର ପଟିଆ ସ୍ଥିତ ଏକ ହୋଟେଲ ‘ରେଗାଲ ଷ୍ଟେ’ରୁ ଆଉ ଜଣେ ଅଭିଯୁକ୍ତକୁ କ୍ରାଇମବ୍ରାଞ୍ଚ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ କଟକ ଗଙ୍ଗେଶ୍ୱରଗଡ଼ାର ଅଶୋକ ଜେନା ଓରଫ ଗେଡା( ୪୫) ବର୍ଷ। ପୂର୍ବରୁ ଏଥିରେ ୧୧ ଜଣଙ୍କୁ ପୁଲିସ ଓ ୫ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଏଥିରେ ମୋଟ ୧୭ ଜଣ ଗିରଫ ହେଲେ। ଘଟଣାର ତଦନ୍ତ ଜାରି ରହିଛି।

Show More

Related Articles

Back to top button