Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

ବିଜେଡି ଛାଡ଼ିପାରନ୍ତି ଆଉ ୨ ଜଣ ସାଂସଦ !

ଭୁବନେଶ୍ୱର, 26 ମେ- ବିଜେଡି ଛାଡ଼ିପାରନ୍ତି ଆଉ ୨ ଜଣ ସାଂସଦ  । ଦେବାଶିଷ ସାମନ୍ତରାୟଙ୍କ ପରେ ବିଜେଡି ଛାଡ଼ିପାରନ୍ତି ଆଉ ୨ ସାଂସଦ । କାହା ନାଁ ନ ନେଇ ସୂଚନା ଦେଲେ ବିଜେପି ସାଂସଦ ରବୀନ୍ଦ୍ର ବେହେରା  ।

ଉପକୂଳ ଅଞ୍ଚଳର ଜଣେ ବିଜେଡି ସାଂସଦ ଯୋଗ ଦେବା ନେଇ ଫାଇନାଲ୍ ହୋଇଛି । ଉଭୟ ରାଜ୍ୟ ଓ ଦିଲ୍ଲୀ ନେତୃତ୍ବଙ୍କ ସହ ସେ କଥା ହୋଇ ସାରିଛନ୍ତି । ସପ୍ତାହେ ଭିତରେ ବିଜେଡି ଛାଡ଼ିବେ, ଯୋଗାଯୋଗରେ ଅଛନ୍ତି ।

ବିଜେଡିରେ ଗଣତନ୍ତ୍ର ନାହିଁ, ନେତାଙ୍କୁ ସମ୍ମାନ ନାହିଁ  । ତେଣୁ ସେମାନେ ବୀତସ୍ପୃହ ହୋଇ ବିଜେଡି ଛାଡୁଛନ୍ତି । ଲୋଭ ଓ ଲାଭ ଆଶାରେ ସେମାନେ ଆସୁନାହାନ୍ତି । ବିଜେପି ଆଦର୍ଶରେ ଅନୁପ୍ରାଣିତ ହୋଇ ସେମାନେ ଦଳକୁ ଆସୁଛନ୍ତି  । ବିଜେଡି ପୂରା ଶୂନ୍ ହୋଇଯିବ, ଇତିହାସ ପାଲଟିବ ବୋଲି ରବୀନ୍ଦ୍ର ବେହେରା କହିଛନ୍ତି ।

Show More

Related Articles

Back to top button