Breaking PLUSଓଡ଼ିଶାମୁଖ୍ୟ ଖବର

ଘରେ ପଶି ମାଆଝିଅକୁ ଭୁଜାଲିରେ ହାଣି ଲୁଟିଲେ ଦୁର୍ବୃତ୍ତ

ବାସୁଦେବପୁର: ଘରେ ପଶି ମାଆଝିଅକୁ ଭୁଜାଲିରେ ହାଣି ଲୁଟିଲେ ଦୁର୍ବୃତ୍ତ । ବନ୍ଧୁକ ଦେଖାଇ ଭୁଜାଲିରେ ହାଣି ସୁନା, ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । କଶିଆ ସାମୁଦ୍ରିକ ଥାନା ପାଳସାହି ଗାଁରେ ୪ ଦୁର୍ବୃତ୍ତଙ୍କ ସଶସ୍ତ୍ର ଲୁଟ୍  । ୨ ଫେରାର, ଆଉ ୨ ଜଣଙ୍କୁ କାବୁ କରି ପୋଲିସ ଜିମା ଦେଲେ ଗ୍ରାମବାସୀ ।

Show More

Related Articles

Back to top button