Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

କଟକରେ ଦେବୀରଞ୍ଜନ ତ୍ରିପାଠୀଙ୍କ ନିଲମ୍ବନକୁ ତୀବ୍ର ବିରୋଧ

କଟକ, 22 ମାର୍ଚ୍ଚ – କଟକରେ ବିଜେଡି କନ୍ଦଳ ପଦାରେ ପଡିଛି । ଦେବୀରଞ୍ଜନ ତ୍ରିପାଠୀଙ୍କ ନିଲମ୍ବନକୁ ତୀବ୍ର ବିରୋଧ କରିଛନ୍ତି ସମର୍ଥକ । ଏପରିକି ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭକାରୀ ପ୍ରଦର୍ଶନ କରିବା ସହ ପାଣ୍ଡିଆନଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି ।

କଟକରେ ଦେବୀରଞ୍ଜନଙ୍କ ସମର୍ଥକମାନେ ଆଜି ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଦଳରୁ ପାଣ୍ଡିଆନଙ୍କୁ ବୟକଟ୍‌ କରିବାକୁ ଦାବି କରିଛନ୍ତି ସମର୍ଥକ । ଏହାସହ ପାଣ୍ଡିଆନଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି ଦେବୀରଞ୍ଜନଙ୍କ ସମର୍ଥକ । ସନ୍ନ୍ୟାସ ନେବାର ୨ ବର୍ଷ ପରେ ବି ଦଳ ପାଣ୍ଡିଆନଙ୍କ ଦ୍ୱାରା ପରିଚାଳିତ ହେଉଥିବା ସେମାନେ କହିଛନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button