Breaking PLUSବାଣିଜ୍ୟମୁଖ୍ୟ ଖବର

ପୁଣି ବୃଦ୍ଧି ପାଇଲା ଗ୍ୟାସ ଦର

ନୂଆଦିଲ୍ଲୀ: ପୁଣି ମହଙ୍ଗା ପଡିଲା ଗ୍ୟାସ୍ ଦର । ୫୦ ଟଙ୍କାକୁ ବୃଦ୍ଧି ପାଇଲା ଘରୋଇ ଏଲପିଜି ଦର । ବର୍ଦ୍ଧିତ ଦର ଲାଗୁ ପରେ ଦିଲ୍ଲୀରେ ଘରୋଇ ସିଲିଣ୍ଡର ଦାମ ହଜାରେ ୫୩ ଟଙ୍କାକୁ ବୃଦ୍ଧି ପାଇଛି । ସେହିପରି ୫ କେଜି ସିଲିଣ୍ଡର ଦର ମଧ୍ୟ ବୃଦ୍ଧି ପାଇଛି । ୫ କେଜି ସିଲିଣ୍ଡର ଦାମ୍ ୧୮ ଟଙ୍କାକୁ ବୃଦ୍ଧି ପାଇଛି । ଅନ୍ୟପଟେ ୧୯ କେଜି କମର୍ସିଆଲ ସିଲିଣ୍ଡର ମୂଲ୍ୟ ହ୍ରାସ ପାଇଛି । କମର୍ସିଆଲ ସିଲିଣ୍ଡର ମୂଲ୍ୟ ୮ ଟଙ୍କା ୫୦ ପଇସାକୁ କମିଛି । କିଛି ଦିନ ପୂର୍ବରୁ କମର୍ସିଆଲ ସିଲିଣ୍ଡରର ଦର ବୃଦ୍ଧି ପାଇଥିବାବେଳେ ଆଜି ୮ ଟଙ୍କା ୫୦ ପଇସାକୁ ହ୍ରାସ ପାଇଛି । ଆଜିଠାରୁ ଲାଗୁ ହେବ ଏହି ଦର ।

Show More

Related Articles

Back to top button